୧୨୫ କିଲୋ ଗଞ୍ଜେଇ ଜବତ,୨ ଗିରଫ

0 426

ବାରଙ୍ଗ,୬/୪(ଏସ୍‌ଏସ୍‌ନିୟୁଜ) କଟକ ଜିଲ୍ଲ ବାରଙ୍ଗ ବ୍ଲକ୍ ତ୍ରିଶୁଳିଆ ଛକ ନିକଟରେ ଆଜି କଟକ ଫ୍ଲାଇଂ ସ୍କ୍ୱାର୍ଡ ଚଢ଼ାଉ କରି ୧୨୫ କିଲୋ ଗଞ୍ଜେଇ ଜବତ କରିବା ସହିତ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି।ଗିରଫ ଦୁଇ ଜଣ ହେଉଛନ୍ତି ବିହାର ଅଞ୍ଚଳର ରାଜକୁମାର ପଣ୍ଡିତ ଓ ଚନ୍ଦନ କୁମାର।ସେମାନଙ୍କଠାରୁ ଏପି ୦୩ ଏଏକ୍ସ ୯୪୧୪ ନମ୍ୱର ବିଶିଷ୍ଟ ଏକ ଟାଟା ସୁମୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାଢ଼େ ଛ ଲକ୍ଷ୍ୟ ଟଙ୍କା ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.