୧୨ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ

0 495

ଭୁବନେଶ୍ୱର, ୧୦/୮(ଏସଏସନିୟୁଜ) ଆସନ୍ତା ୧୨ ତାରିଖରୁ ଯୁକ୍ତ ୨ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ସାମ୍ସା ପୋର୍ଟାଲରେ ଆବେଦନ କରିପାରିବେ ।ଆବେଦନ ମୁତାବକ ସିଟ ସଂଖ୍ୟା ମଧ୍ୟ ବୃଦ୍ଧିପାଇଛି । କଳାରେ ୩୮ ହଜାର, ବିଜ୍ଞାନରେ ୧୩ ହଜାର, ବାଣିଜରେ ୩୯୦୦ ହଜାର ସିଟ୍ ବୃଦ୍ଦିକୁ ଅନୁମତି ମିଳିଛି । ଚଳିତ ବର୍ଷ ଯୁକ୍ତ ୨ରେ ମୋଟ୍ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି ହୋଇଛି । କରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି ହେବନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.