୧୩୩ କୋଟିର ସମ୍ପତ୍ତି ସିଜ୍

0 163

ଭୁବନେଶ୍ୱର,୧୨/୫(ଏସ ଏସ ନିଇଜ)ଇଡି ରେଡ୍ କରି ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରୁ ନଗଦ ୬୯ ଲକ୍ଷ ଟଙ୍କା ସହ
୧୩୩ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ସିଜ୍ କରିଥିବା ଜଣାପଡିଛି । ବେଆଇନ ଖଣି କାରବାର ଅଭିଯୋଗରେ ଗତକାଲି ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଥିଲା ଇଡି ।

Leave A Reply

Your email address will not be published.