ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ

0 122

ଚୌଦ୍ୱାର,୧୨/୫(ଏସ ଏସ ନିଉଜ)ହନୁମାନଲେନ୍‌ ଅଞ୍ଚଳରେ ନିର୍ମାଣଧିନ ଘରୁ ନିରାମଣି ମାରାଣ୍ଡି ନାମକ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।ମୃତା ମହିଳା ଜଣଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଅଞ୍ଚଳରେ ହୋଇଥିବାବେଳେ ସେ ବିଶ୍ୱନାଥ ମାରାଣ୍ଡିଙ୍କ ଦ୍ୱିତୀୟ ପତ୍ନୀ । ନିର୍ମାଣଧିନ ଘର ନିକଟରେ ଏକ ଝୁମ୍ପୁଡିଘରେ ଏମାନେ ରହୁଥିଲେ ।ନିର୍ମାଣଧିନ ଘରର ପିଲାର ଥିବା ରଡରେ ଶାଢୀରେ ଓହଳି ଥିବାର ପରିବାର ଲୋକ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.