୧୩ ବଗି ଲାଇନଚ୍ୟୁତ

0 182

ଭଦ୍ରକ,୧୦/୮(ଏସଏସନିୟୁଜ) ଭଦ୍ରକ ଚରମ୍ପା ନିକଟସ୍ଥ ଧାମରାରେ ମାଲଗାଡିର ୧୩ଟି ଡବା ଲାଇନ ଚ୍ୟୁତ ହୋଇଥିବା ଜଣାପଡିଛି । ଧାମରା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭଦ୍ରକ ଆଡୁ ଧାମରାକୁ କୋଇଲା ବୋଝେଇ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଟ୍ରେନଟି କୋଇଲା ଆଣିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ଫଳରେ ରେଳ ଚଳାଚଳ ବ୍ୟାହତ ସୃଷ୍ଟି ହୋଇଛି ।

Leave A Reply

Your email address will not be published.