ଭୁବନେଶ୍ୱର,୧୦/୮(ଏସଏସନିୟୁଜ)ସାଲିଆ ସାହିରୁ ୯୫ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ଏହାସହ ଜଣେ ମହିଳା ଗିରଫ ମଧୂ କରିଛି । ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହୋଇଥିବାଜଣାପଡିଛି ।ତେବେ ବ୍ରାଉନସୁଗରକୁ ଧରିବାପାଇଁ ପୋଲିସକୁ ଗ୍ରାହକ ସାଜିବାକୁ ପଡିଥିଲା ।

Prev Post
Next Post