୧୫ କିମ୍ବା ୧୬ ରେ ଛୁଇଁବ ମୌସୁମୀ

0 121

ଭୁବନେଶ୍ୱର, ୧୩/୬(ଏସନିଉଜ) ଜୁନ ୧୫ କିମ୍ବା ୧୬ ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳକୁ ମୌସୁମୀ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି । ସେ ଯାଏଁ ଓଡ଼ିଶାରେ ଏମିତି ଖରା ଜାରି ରହିବ  ବୋଲି କହିଛନ୍ତି ।

Leave A Reply

Your email address will not be published.