୫ହଜାର ଟଙ୍କା ଲାଞ୍ଚ ପଡିଲା ମହଙ୍ଗା

0 239

ଆସିକା,୧୩/୬(ଏସଏସ ନିଉଜ)୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ବିଇଓ (BEO) କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନ । ନବଘନ ଗୈାଡ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ବେନିଫିଟ୍ ସାର୍ଟିଫିକେଟ କରାଇ ଦେବାପାଇଁ, ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ସଂପୃକ୍ତ କିରାଣୀ ।ଏହି ସମୟରେ ଧରାପଡିଥିଲେ।

Leave A Reply

Your email address will not be published.