୧୬ରୁ ଖୋଲିବ ସ୍ୱର୍ଗଦ୍ୱାର

0 159

ପୁରୀ,୧୪/୮(ଏସଏସନିୟୁଜ)୧୬ତାରିଖରୁ ଖୋଲିବାକୁ ଯାଉଛି ସ୍ୱର୍ଗଦ୍ୱାର । ଏଥର ବାହାର ଜିଲ୍ଲାବାସୀ ମଧ୍ୟ ଶବ ଶତ୍କାର କରିପାରିବାନେଇ ପ୍ରଶାସନ ନିଷ୍ପତି ନେଇଛି । ।ଏଥିନିମନ୍ତେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିବ । ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ ରହିଥିବାବେଳେ ମୃତକଙ୍କ ସହ ମାତ୍ର ୧୦ଜଣ ସମ୍ପର୍କୀୟଙ୍କୁ ଆସିବାକୁ ଅନୁମତି ମିଳିବ ।

Leave A Reply

Your email address will not be published.