୨୨ଟିକିଆ ହାତୀପଲଙ୍କ ଉତ୍ପାତ

0 163

କେନ୍ଦୁଝର,୧୦/୯(ଏସଏସ ନିଉଜ) ମିରିଗିଖୋଜା ଗାଁରେ ୨୨ ଟିକିଆ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।ଗାଁରେପଶି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।ଖବର ପାଇ ବନବିଭାଗର ୪ଟି ସ୍କାର୍ଡ ହାତୀପଲଙ୍କ ଉପରେ ନଜର ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.