ଡଙ୍ଗା ବୁଡ଼ି କନିଷ୍ଠଯନ୍ତ୍ରୀ ନିଖୋଜ

0 155

ଭୁବନେଶ୍ୱର,୧୦/୯(ଏସଏସ ନିଉଜ)କାଲିମେଳା ବ୍ଲକ କୁଟୁମପାଲି ଡଙ୍ଗାଘାଟରେ ଭାରସାମ୍ୟ ହରାଇ ବୁଡିଗଲା ଦଙ୍ଗା ।୧୪ ଜଣଙ୍କୁ ନେଇ ଭରା ନଈ ପାର୍ ହେଉଥିବା ବେଳେ ଘଟିଥିଲା ଅଘଟଣ।୧୩ ଜଣଙ୍କୁ ଉଦ୍ଧାର କଲେ ଏମଭି-୭୯ ଥାନା ପୋଲିସ୍ ଓ ଦମକଳ ବାହିନୀ।ନିଖୋଜ କନିଷ୍ଠ ଯନ୍ତ୍ରୀ କୈଳାସ ଶାହାଙ୍କୁ ଖୋଜାଖୋଜି ଜାରି ରହିଛି ।

Leave A Reply

Your email address will not be published.