ରାଜଧାନୀରେ ଗଡ଼ିଲା ମୁଣ୍ଡ

0 171

ଭୁବନେଶ୍ୱର,୧୦/୯(ଏସଏସ ନିଉଜ)ପାର୍ବଣ ଋତୁରେ ରାଜଧାନୀରେ ଗଡ଼ିଛି ମୁଣ୍ଡ । ୟୁନିଟ୍-୮ ଅଞ୍ଚଳରେ ଯୁବକକୁ ପିଟିପିଟି ହତ୍ୟା କରାଯାଇ ଥିବାର ଅଭିଯୋଗ ହୋଇଛି।
ଯୁବକଙ୍କ ନାମ ସୁବ୍ରତ ରାଓ ଓରଫ ଚନ୍ଦୁ । ମୁଣ୍ଡର ପଛ ଭାଗକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁ ମୃତୁ ଘଟିଛି।
ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.