ବିଷପାନ କଲେ ଛାତ୍ର

0 164

ଭଦ୍ରକ,୧୦/୯(ଏସ ଏସ ନିଉଜ) ଆଇଟିଆଇରେ ପଢୁ ଥିବା ତିହିଡ଼ି ନନ୍ଦପୁରରେ ଜଣେ ଛାତ୍ର ବିଷପାନ କରିଛନ୍ତି। ଗତକାଲି କଲେଜରୁ ଫେରି ଘରେ ବିଷ ପିଇଥିବା ସୂଚନା ମିଳିଛି। ତାଙ୍କୁ ପ୍ରଥମେ ତିହିଡ଼ି ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତିହିଡ଼ିର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିଲେ। ତେବେ ବିଷପାନର କାରଣ ଅସ୍ପଷ୍ଟ ରହିଛି।

Leave A Reply

Your email address will not be published.