୨୩ରୁ ଲଣ୍ଣିଂ ଲାଇସେନ୍ସ ସ୍ଲଟ୍ ବୁକିଙ୍ଗ

0 199

ଭୁବନେଶ୍ୱର, ୨୧/୮(ଏସଏସନିୟୁଜ)କରୋନା ଯୋଗୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକିଙ୍ଗ ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ୨୩ ତାରିଖରୁ ସକାଳ ୭ ଟାରୁ ରାତି ୧୦ ଟା ମଧ୍ୟରେ ସ୍ଲଟ୍ ବୁକିଙ୍ଗ ପ୍ରକ୍ରିୟା ଆରମ୍ଭ କରିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।ଏହାସହ ଡିଏଲ ଟେଷ୍ଟ ସମେତ ଫିଟ୍‌ନେସ୍ ଟେଷ୍ଟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

Leave A Reply

Your email address will not be published.