ଉପାସରେ ମହାଦେବ

0 275

ଭୁବନେଶ୍ୱର, ୨୧/୮(ଏସଏସନିୟୁଜ)କରୋନା ଯୋଗୁଁ ଲିଙ୍ଗରାଜ ମନ୍ଦିର ବନ୍ଦ ରହିଥିବାବେଳେ କେବଳ ପ୍ରଭୁଙ୍କ ନୀତିକାନ୍ତି ସେବାୟତ ମାନେ କରୁଛନ୍ତି । ମାନଙ୍କ ବିବାଦ ଯୋଗୁଁ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି । ଆଜି ଦିନ ୨.୪୫ରୁ ମନ୍ଦିରରେ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଲାଗି ପରିନି ଭୋଗ । ଯାହାଫଳରେ ଉପାସରେ ରହିଛନ୍ତି ଲିଙ୍ଗରାଜ ।ତେବେ ଲିଙ୍ଗରାଜଙ୍କ ଠାରେ ପଇତା ଲାଗିକୁ ନେଇ ପୂଜା ପଣ୍ଡା ଓ ବଡୁ ନିଯୋଗ ମଧ୍ୟରେ ଦେଖାଦେଇଛି ବିବାଦ ।

Leave A Reply

Your email address will not be published.