୨୪ଘଂଟାରେ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ,୧୯ମୃତ୍ୟୁ

0 146

ଭୁବନେଶ୍ୱର,୧୬/୫(ଏସଏସନିୟୁଜ)ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ରହିଛି । ସେଥିମଧ୍ୟରେ ଖୋର୍ଦ୍ଧା ରୁ -୧୭୧୦ ,କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮, ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩.ଜଗତସିଂହପୁର- ୩୩୦, କୋରାପୁଟ- ୨୮୯, ବୌଦ୍ଧରୁ- ୨୭୭ ,କଳାହାଣ୍ଡି- ୨୭୪, ନବରଙ୍ଗପୁର- ୨୬୧, ଗଞ୍ଜାମ- ୨୫୯, ସୁବର୍ଣ୍ଣପୁର- ୨୫୫, ରାୟଗଡ଼ା- ୨୪୫ ଏବଂ ନୂଆପଡ଼ା ଓ କେନ୍ଦୁଝରରୁ ୨୨୦.ଢେଙ୍କାନାଳରୁ ୧୫୩,ମାଲକାନଗିରି- ୧୪୫, କେନ୍ଦ୍ରାପଡ଼ା- ୧୩୯, ଦେବଗଡ଼- ୧୨୯, କନ୍ଧମାଳରୁ -୮୪ ଏବଂ ଗଜପତି ଜିଲ୍ଲାରୁ -୭୭ ଷ୍ଟେଟ୍ ପୁଲ୍‌ରୁ- ୨୬୭ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେହିଭଳିଭାବେ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ଜଣ ମତ୍ୟୁବରଣ କରିଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ୪, ଅନୁଗୁଳରୁ ୩ ,ରାୟଗଡ଼ା ଜିଲ୍ଲାରୁ ୩.ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏଁ, ଗଜପତି, କେନ୍ଦ୍ରାପଡ଼ା ଓ ପୁରୀ ,ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.