୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ

0 130

ଭୁବନେଶ୍ୱର,୩/୮(ଏସଏସନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେଣ୍ଟିନରୁ ୫୩୮ ଓ ଲୋକାଲ୍ କେସ୍ ୩୮୨ ହୋଇଥିବାବେଳେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୬ ଜଣ ଆକ୍ରାନ୍ତ ହୋଇଛନ୍ତି ।ସୁନ୍ଦରଗଡ଼ରୁ ୨୫୦, ଖୋର୍ଦ୍ଧାରୁ ୧୩୩, ସମ୍ବଲପୁରରୁ ୬୮ ଚିହ୍ନଟଦେଶରେ ଦିନକରେ ୧୭ ହଜାର ୧୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କରମୃତୁ ହୋଇଛି ।ଯାହାଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୬ ହଜାର ୪୭୭କୁ ବୃଦ୍ଧି ପାଇଛି ।ସେହିଭଳିଭାବେ ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୭କୁ ବୃଦ୍ଧିପାଇଛି ।ସେଥିମଧ୍ୟରେ କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୩ ହଜାର ୬୧୦ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.