୬ରୁ ବଢ଼ିବ ବର୍ଷା

0 134

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟରେ ୬ ତାରିଖରୁ ବର୍ଷା ପରିମାଣ ବଢିବାକୁ ଯାଉଛି ।ଏଥିରେ୫ ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ଚେତାବନୀ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହାଫଳରେ ମୌସୁମୀ ସ୍ୱାଭାବିକ ଅବସ୍ଥାନକୁ ଫେରୁଥିବାର ଜଣାପଡିଛି ।

Leave A Reply

Your email address will not be published.