୩ ଅବକାରୀ କର୍ମଚାରୀ ଅଟକ

0 121

କୋରାପୁଟ,୧୮/୯(ଏସଏସ ନିଉଜ) ପଟାଙ୍ଗୀ ପୋଲିସ ଦ୍ୱାରା ୩ ଅବକାରୀ କର୍ମଚାରୀ ଅଟକ ଅଛନ୍ତି। ଚୋରାଗଞ୍ଜେଇ ଚାଲାଣ ନେଇ ୩ ଅବକାରୀ କର୍ମଚାରୀଙ୍କୁ ଜେରା କରାଯାଇଛି । ଗତକାଲି ଆନ୍ଧ୍ର ଚାଲାଣବେଳେ ସୁଙ୍କିରୁ ଗଞ୍ଜେଇ ଜବତ କରିଥିଲା ପୋଲିସ ।ଏହି ଘଟଣାରେ ୩ ଅବକାରୀ କର୍ମଚାରୀ ସମେତ ୭ ଜଣ ଧରାପଡ଼ିଥିଲେ।

Leave A Reply

Your email address will not be published.