କେନ୍ଦୁଝର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚାଞ୍ଚଲ୍ୟ

0 124

କେନ୍ଦୁଝର,୧୮/୯(ଏସଏସ ନିଉଜ)୧୮ ଦିନରେ ୧୩ଜଣ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଛି।ଗତ ୨୪ ଘଣ୍ଟାରେ ଗଲାଣି ୪ ଶିଶୁଙ୍କ ଜୀବନ।ଚିକିତ୍ସା ଅବହେଳା ନେଇ ମେଡିକାଲରେ ଉତ୍ତେଜନା ଦେଖଦେଇଛି।ସୂଚନା ଦେଲେ ADMO କିଶୋର ପୃଷ୍ଟି।

Leave A Reply

Your email address will not be published.