୩୦ ଫୁଟ ତଳକୁ ଖସିଲା ସ୍କର୍ପିଓ

0 218

ରାଉରକେଲା,୬/୭(ଏସଏସନିଉଜ) ରାଉରକେଲାରୁ କୋଇଡା ବରଯାତ୍ରୀରେ ଯାଉଥିବା ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ଥ ହୋଇ ଟିଙ୍କୋ ଘାଟିରୁ ୩୦ ଫୁଟ ତଳକୁ ଖସିପଡିଛି ।ଏଥିରେ ଥିବା ୮ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ଲହୁଣୀପଡା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବାସହ ଆହତମାନଙ୍କୁ ଚିକିସ୍‌ାପାଇଁ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.