ନନ୍ଦନକାନନରେ ଜନ୍ମ କଲା ଜଳହସ୍ତୀ

0 158

ବାରଙ୍ଗ,୫/୭(ଏସଏସନିଉଜ) ମଙ୍ଗଳବାର ସକାଳେ ପ୍ରାଣୀ ଉଦ୍ୟାନ ନନ୍ଦନ କାନନର ୬୨ନମ୍ବର ଖୁଆଡରେ ଥିବା ଜଳହସ୍ତୀ ଏକ ଶାବକ ଜନ୍ମ ଦେଇଛି ।ଏହି ଶାବକ ଜନ୍ମ ପରେ ନନ୍ଦନକାନନରେ ଜଳହସ୍ତୀ ସଂଖ୍ୟା ବୃଦ୍ଧି ପାଇ ୧୨ ରେ ପହଁଚିଛି ।ସେଥିମଧ୍ୟରେ ୬ମାଈ ,୫ଅଣ୍ଡିରା ଓ ଗୋଟିକର ଲିଙ୍ଗ ନିରୂପଣ ହୋଇନଥିବାର ଉପନିର୍ଦେଶକ ଡ.ସଞ୍ଜିତ କୁମାର କହିଛନ୍ତି ।

Leave A Reply

Your email address will not be published.