୩୦ହଜାର ବ୍ୟବଧାନରେ ବିଜେଡି ଜିତିବ

କହିଲେ ମନ୍ତ୍ରୀ

ଭୁବନେଶ୍ୱର,୨୦/୧୦(ଏସଏସ ନିଉଜ)ଧାମନଗର ନିର୍ବାଚନରେ ୨୫ରୁ୩୦ହଜାର ବ୍ୟବଧାନରେ ବିଜେଡି ଜିତିବ ।ଧାମନଗରରେ ବିଜେଡିର ପ୍ରଦର୍ଶନ ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମନ୍ତବ୍ୟ ଦେଇଛନ୍ତି। ଲୋକଙ୍କ ପାଇଁ ବିଜେଡି କାମ କରୁଛି , ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବେନି। ରାଜେନ୍ଦ୍ର ବିଜେଡି ଭୋଟ୍ ମାଇନସ୍ କରିବେ ନାହିଁ , ଅନ୍ୟ ଦଳର କରିବେ ବୋଲି ମନ୍ତ୍ରୀ କହିଛନ୍ତି ।ଧାମନଗର ଉପନିର୍ବାଚନ ପ୍ରଚାରରେ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଯିବା ନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟରୁ ମିଳିଲା ସୁରାକ। ମୁଖ୍ୟମନ୍ତ୍ରୀ ପ୍ରଚାରରେ ଯିବେ କି ପ୍ରଶ୍ନରେ ପ୍ରମିଳାଙ୍କ ପ୍ରତିକ୍ରିୟା।ଆମେ ଯଦି ନପାରିବୁ ,ତେବେ ଆମ ସୁପ୍ରିମୋ ଯିବେ କହିଲେ ପ୍ରମିଳା ।

- Advertisement -

Leave A Reply

Your email address will not be published.