୩୫ ଲକ୍ଷର କଫ୍ ସିରପ୍ ଜବତ !

0 113

ବଲାଙ୍ଗିର ,୧୩ା୩(ଏସଏସନିଉଜ) ବଲାଙ୍ଗିର ପୋଲିସ ଆରମ୍ଭ କରିଛି ମିଶନ କ୍ଲିନ୍ କଫ୍ ସିରପ୍‌.ାଏଥିରେ ୧୨ହଜାର୯୬୦ବୋତଲ କଫସିରପ ଜବତ.ଜବତ କରିବାରେ ସକ୍ଷମ ହୋଇଛି ।ଜବତ କଫ୍ ସିରପ୍‌ର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏହାସହ ଗୋଟିଏ ଏସ୍‌ୟୁଭି , ୨ଟିପିକଅପ୍ , ଗୋଟିଏଭ୍ୟାନ୍ , ୨ବାଇକ୍ ଓ.୧୭ଟିମୋବାଇଲ ସହ ଗୋଟିଏ ଦେଶୀ ପିସ୍ତଲ ମଧ୍ୟ ଜବତ. କରିଥିବାର ଜଣାପଡିଛି ।ଏହାସହ ଏକ କୋଲକାତାକମ୍ପାନୀର ୨ଲକ୍ଷଟଙ୍କା ଫ୍ରିଜ୍ କରିଛି ପୋଲିସ ।

Leave A Reply

Your email address will not be published.