ପୂର୍ବତନ ନକ୍ସଲନେତାଙ୍କୁ ଗିରଫ କଲା ପୋଲିସ

0 121

ମାଲକାନଗିରି,୧୩ା୩(ଏସଏସନିଉଜ) ଠକେଇ ଅଭିଯୋଗରେ ପୂର୍ବତନ ନକ୍ସଲନେତା ତପନସାହାକୁ ଆନ୍ଧ୍ରରୁ ଗିରଫ କରିଛି ପୁଲିସ । ବ୍ୟାଙ୍କକିଓସ୍କ କରି ଲୋକଙ୍କୁଠକିବା ଓ ଧମକଦେବା ଅଭିଯୋଗ ହୋଇଥିଲା ।ଜିଲ୍ଲାପାଳ ଭିନିଲକ୍ରୀଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିଲା ତପନ ।

 

Leave A Reply

Your email address will not be published.