ତିନି ଆଇଆଇସିଙ୍କୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଶେଭେଛା

0 283

ବାରଙ୍ଗ,୨୦ା୨(ଏସଏସନିଉଜ)ବାରଙ୍ଗପ୍ରେସକ୍ଲବ ତରଫରୁ ସୋମବାରରାତିରେ ନନ୍ଦନକାନନ ,ବାରଙ୍ଗ ଓ ଚନ୍ଦକାଥାନାରେ ନୁଆକରି ଯୋଗଦେଇଥିବା ଥାନାଅଧିକାରୀଙ୍କୁ ସୈାଜନ୍ୟମୁଳକଭାବେ ସାକ୍ଷାତ କରାଯାଇଥିଲା ।ତିନି ଆଇଆଇସିଙ୍କୁ କ୍ଲବ ପକ୍ଷରୁ ଶୁଭେଛା ଜଣାଇବା ସହ ଖବରଦାତା ଓ ପୋଲିସ ସହ ଥିବା ସୁସର୍ମ୍ପକ କିପରି ସୁଦୃଢ ହୋଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା ।

 

ଏହା ସହ ନନ୍ଦନକାନନଆଇଆଇସି ସମିତାମିଶ୍ର , ବାରଙ୍ଗଆଇଆଇସି ବିଶ୍ୱରଞନନାୟକ ,ଚନ୍ଦକା ଆଇଆଇସି ପ୍ରଦୀପକୁମାରଜେନାଙ୍କୁ ସେମାନଙ୍କଥାନା ଅଧିନସ୍ଥ ବିଭିର୍ଣଗ୍ରାମରେ ଥିବା ସମସ୍ୟା ଓ ପୋଲିସ ଭୁମିକାର ଆବଶ୍ୟକତାକୁନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲା ।ଏଥିରେ କ୍ଲବ ସଭାପତି ଲିଙ୍ଗରାଜରାଉତ,ପ୍ରଦୀପକୁମାରସ୍ୱାଇଁ, କୃଷ୍ନଚନ୍ଦ୍ର ସ୍ୱାଇଁ,କମଳାକାନ୍ତନାୟକ ,ଦୁଷ୍ମନ୍ତଜେନା, ତାପସଜେନା, ପ୍ରକାସଚନ୍ଦ୍ରସାହୁ, ଦେବେନ୍ଦ୍ରସାହୁ, ଗୈାତମରାଉତ,ଅନନ୍ତସ୍ୱାଇଁ,ଜିତେନ୍ଦ୍ରସାସମଲପ୍ରମୁଖ ଉପସ୍ଥିତଥିଲେ ।(ଗୌତାମ ରାଉତଙ୍କ ରିପୋର୍ଟ )

 

Leave A Reply

Your email address will not be published.