୩ ମୋବାଇଲ ଚୋରକୁ ଧରିଲା ପୋଲିସ

0 181

ଚୌଦ୍ୱାର, ୧୭/୧୧(ଏସଏସନିୟୁଜ)ଜଣଙ୍କର ମୋବାଲଫୋନ ଓ ପର୍ସ ଝରକାବାଟେ ନେଇଯାଇଥିବାବେଳେ ଅନ୍ୟଦୁଇଜଣଙ୍କର ମୋବାଇଲ ଫୋନ ଚୋରୀ ହୋଇଥିବାର ଚୈାଦ୍ୱାରଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ତଦନ୍ତ କରି ନଖରା ହରିଜନ ସାହିର ପ୍ରହଲ୍ଲାଦ ମଲ୍ଲିକ ଓରଫ୍ ବଳିଆ,ବିକାଶ ମଲ୍ଲିକ ଓ ଚୌଦ୍ୱାର ବଉଳେଇସାହିର ଅଭିମନ୍ୟୁ ବେହେରା ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ସେମାନଙ୍କଠାରୁ ୩ଟି ଭିନ୍ନ ଭିନ୍ନ କଂପାନୀର ଦାମୀ ମୋବାଇଲ ଜବତ ମଧ୍ୟ କରିଛି ।

Leave A Reply

Your email address will not be published.