୩ସୁରକ୍ଷାକର୍ମୀ ସହିଦ

0 101

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ଛତିଶଗଡ଼ ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ସର୍ଚ୍ଚ ଅପରେସନ୍ ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇ ଯାଇଛି। ସହିଦ ୩ ଜଣ DRG ଅଧିକାରୀ ହୋଇଥିବାର ସୂଚନା ଦିଆଯାଇ ଥିବାବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.