ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ତୁର୍କୀ ଓ ସିରିଆରେ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଛି।ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତୁର୍କୀରେ ୨ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଦେଢ଼ଲକ୍ଷ ଲୋକ ବାସହରା ହୋଇଛନ୍ତି।ଗତ ଫେବ୍ରୁଆରୀ୬ରେ ଭୂମିକମ୍ପରେ ଥରିଥିଲା ଦୁଇ ଦେଶ।

Prev Post
Next Post