୪୭୭ ଏସ୍.ଆଇ ପଦବୀ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

0 189

ଭୁବନେଶ୍ୱର(୨୨/୬(ଏସଏସନିୟୁଜ) ଓଡ଼ିଶା ପୋଲିସରେ ୪୭୭ଟି ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶା ପୋଲିସ ପ୍ରଥମଥର ପାଇଁ ନିଜେ ନିଯୁକ୍ତି ଦେବାକୁ ଯାଉଛି । ଆଜିଠୁ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟା ୧୫ ଜୁଲାଇ ଶେଷ ତାରିଖ ରହିଛି । ଏହି ପଦବୀ ପାଇଁ ୬ ଅଗଷ୍ଟରୁ ୧୬ ଅଗଷ୍ଟ ମଧ୍ୟରେ ଅନଲାଇନରେ ପରୀକ୍ଷା ହେବ ।ପ୍ରଥମ ଥର ପାଇଁ ତୃତୀୟ ଲିଙ୍ଗିମାନଙ୍କୁ ଓଡ଼ିଶା ପୁଲିସ୍ ବିଭାଗରେ ଆବେଦନ କରିବାର ସୁଯୋଗମିଳିବ । ଏମାନଙ୍କର ମୌଖିକ ପରୀକ୍ଷା ହେବନାହିଁ ,କେବଳ ଲିଖିତ ପରୀକ୍ଷା ହେବାନେଇ ଏଡିଜେ ଯଶବନ୍ତ ଜେଠୱା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.