୪ ଡକାୟତ ଗିରଫ

0 252

ଭୁବନେଶ୍ବର,୩୧/୭(ଏସଏସନିଉଜ)ଗତକାଲି ରାତିରେ ଆଇଆର୍‌ସି ଭିଲେଜସ୍ଥିତ ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି କରିବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ସାଲିଆସାହି ନୀଳଚକ୍ରନଗରର ପ୍ରଶାନ୍ତ କୁମାର ନାୟକ ଓରଫ ଭାଲୁ, ଏକାମ୍ର ବିହାରର ଚିକୁ ସ୍ବାଇଁ, ବାଜପେୟୀନଗରର ସୁରେଶ ସାହୁ ଓ ବସ୍ତି ବିକାଶ ପରିଷଦର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଖଣ୍ଡା, ନକଲି ବନ୍ଧୁକ, ଲୁହା ରଡ୍ ଓ ଲଙ୍କାଗୁଣ୍ଡ ଜବତ କରିଛି।ଏହି ଡକାୟତିଗ୍ୟାଙ୍ଗର ମୁଖ୍ୟ ଗଙ୍ଗା ରେଡ୍ଡୀ ଓ ତାର ସହଯୋଗୀ ମଙ୍ଗୁ ସାହୁ ଖସିଯିବାର ଜଣାପଡିଛି ।

 

Leave A Reply

Your email address will not be published.