ଭୁୁବନେଶ୍ୱର,୧୪/୭(ଏସଏସନିଉଜ) ଆଜିଠୁ ୪ଦିନ ପ୍ରବଳ ବର୍ଷା ହେବାନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ମୌସୁମୀ ସକ୍ରିୟ ଥିବା ଯୋଗୁ ବର୍ଷା ଲାଗିରହିବ ବୋଲି ସୁଚନା ଦିଅଯାଇଛି ।

Prev Post
Next Post