ସମ୍ବଲପୁରରେ ମାସ୍କ ବାଧ୍ୟତାମୂଳକ

0 316

ସମ୍ବଲପୁର,୧୪/୭(ଏସଏସନିଉଜ) କରୋନା ସଂକ୍ରାମଣ ସଂଖ୍ୟା ଧିରେଧିରେ ବଢୁଥିବାରୁ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଇଛି ।ଏହାଭିତରେ ସମ୍ବଲପୁରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶାନାମା ଜାରି କରିଛନ୍ତି ସମ୍ବଲପୁର ମହାନଗର ନିଗମ । ଏହାସହ ଦୋକାନ, ହୋଟେଲରେ କୋଭିଡ ନିୟମ ମାନିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି ।ବେଶି ଭିଡ଼ ହେଲେ ପାର୍ସଲ ସୁବିଧା. ଯୋଗାଇଦେବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.