୪ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ

0 210

ଭୁବନେଶ୍ୱର,୫/୧୦(ଏସ ଏସ ନିୟୁଜ)ଓଡ଼ିଶା ସରକାର । ଆଉ ୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।ସେମାନେ ହେଲେ୨ ଓଏଏସ୍, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର, ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ।ଦୁର୍ନୀତିଗ୍ରସ୍ତ ଓ ଅପରାଗ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ରାଜ୍ୟ ସରକାର ।ସେଇଥିପାଇଁ ଆଉ ୪ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର ।

Leave A Reply

Your email address will not be published.