୪ର୍ଥ ଓ ୫ମ ଆକ୍ରାନ୍ତଙ୍କ ରାଜ୍ୟବାହାର ଲିଙ୍କ ମିଳିଲା

0 254

ଭୁବନେଶ୍ୱର,୪/୪(ଏସ୍‌ଏସ୍‌ନିୟୁଜ୍‌) ସୁର୍ଯ୍ୟନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ୍ସ ହଷ୍ଟ୍ରି ଲିଙ୍କ୍ ବାହାରିଛି । ଉଭୟ ମାମଲାରେ ବହାରିଛି ରାଜ୍ୟ ବାହାର ଲିଙ୍କ୍ ।କରୋନାର ୫ମଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସର୍ମ୍ପକିୟ କଲିକତା ଯାଇଥିଲେ । ସେଠାରୁ ସେ ସଂକ୍ରାମିତ ହୋଇଛନ୍ତି । ବମିଖାଲର ୪ର୍ଥ କରୋନା ରୋଗୀଙ୍କ ବାପା ଭୋପାଳରେ ରହୁଛନ୍ତି । ସେମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ପୁରୀଜିଲ୍ଲର ପିପିଲି ଦାନଗୋହିରିର ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ବିଜେବିନଗର ପୋଷ୍ଟ ଅଫିସରେ କାମ କରନ୍ତି ।ସେ କରୋନା ପଜିଟିଭ ହୋଇଥିବାବେଳେ ସେ ବିଜେବି ନଗର ସବ୍‌ପୋଷ୍ଟଅଫିସରେ କାମ କରନ୍ତି ।ଦିଲ୍ଲୀରୁ ଫେରିବାପରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସୁଚନାଦେଲେ ବିଏମସି କମିସନର ପ୍ରେମଚାନ୍ଦ ଚୈାଧୁରୀ । ବିଜେବିି ନଗର ସମେତ ଗୈାତମନଗରବାସୀଙ୍କୁ କ୍ୱାରେଂଟାଇନରେ ରହିବାପାଇଁ ପରାମର୍ଶ ଦେଲେ ବିଏମସି କମିସନର । ଯଦି କିଛି ଲକ୍ଷଣ ଦେଖାଯାଉଛି ତାହାଲେ ୧୦୪କୁ ଜଣାଇବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.