୫୦ଲିଟର ଦେଶୀମଦ ସହ ଜଣେ ଗିରଫ

0 242

ମେଣ୍ଢାଶାଳ,୧୫/୭(ଏସଏସନିଉଜ)ବିଝଂଗିରି ଗାଁର ଆଦିବାସୀସାହିରେ ଚୋରା ଦେଶୀମଦ ବିକ୍ରି ହେଉଥିବାର ଖବର ପାଇ ସନ୍ଧ୍ୟା ସମୟରେ ମେଣ୍ଢାଶାଳ ଫାଣ୍ଡିପୋଲିସ ଅଚାନକଭାବେ ଚଢଉ କରିଥିଲେ । ।ଏସଆଇ ଏସ.କେସାହୁ ଙ୍କ ନେତୃତ୍ୱରେ ଯାଇଥିବା ପୋଲିସ ଟିମ୍ ଗ୍ରାମର ବିଷ୍ନୁଚନ୍ଦ୍ରଦେଉରୀ ନାମକ ବ୍ୟକ୍ତି ଘରପଛପଟେ ଦେଶୀମଦ ବିକୁଥିବାର ଦେଖିବାକୁ ପାଇଥିଲେ ।ଏହାପରେ ଘଟଣାସ୍ଥଳରୁ ୫୦ଲିଟରର ୨ଟି ଦେଶୀମଦ ବ୍ଲାଡର କୁ ଜବତ କରି ବିଷ୍ନୁକୁ ଗିରଫ କରିଥିଲେ । (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.