୫୩ବର୍ଷପରେ ଏକାଠି ହେଲେ…

ମେଣ୍ଢାଶାଳ,୨୬ା୨(ଏସଏସନିଉଜ) ମେଣ୍ଢାଶାଳ ଉଚ୍ଚବିଦ୍ୟାଳୟରେ ୧୯୭୦ମା୍‌ିହାରେ ଶିକ୍ଷାଗ୍ରହଣ କରି ମେଟ୍ରିକପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କର ଛତାବରସ୍ଥିତ ଶ୍ରୀଶ୍ରୀ ବୁଦ୍ଦେଶ୍ୱରମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମଦନପୁର ,ପାଇକେରାପୁର, ଛତାବର,ମେଣ୍ଢାଶାଳ, କଂଟାବାଡ, ମଳିପଡା ଆଦି ଗ୍ରା.ପର ୪୦ଜଣଛାତ୍ରଛତ୍ରୀ ୫୩ବର୍ଷପରେ ଏକତ୍ରିତ ହୋଇଥିଲେ ।ସେହିମସୟର ଶିକ୍ଷକ ବାସୁଦେବମହାପାତ୍ର ,ହରିହରମହାରଣା,ଲଡୁକିଶୋରରଥଙ୍କୁ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଉତରୀୟପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଶତ୍ରୁଘ୍ନବାହନୀପତି ଓ ସୁରେନ୍ଦ୍ରକୁମାରମହାନ୍ତି ଆୟୋଜନ କରିଥିଲେ ।ବ୍ରଜବାସିନିମହାନ୍ତି ,ରେଣୁକା ବଡଜେନା ଓ ପଦ୍ୱଚରଣଜେନା ପ୍ରମୁଖ ଏହାକୁ ପରିଚାଳନା କରିଥିଲେ ।(ପଦ୍ୱଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.