୬ବର୍ଷ ପାଇଁ ବହିଷ୍କୃତ ହେଲେ

ସୁୁରେଶ ରାଉତରାୟ

0 84

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ
ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

Leave A Reply

Your email address will not be published.