୬ଦିନର ଝିଅକୁ ହତ୍ୟା

ମା ଗିରଫ

0 169

ଜଳେଶ୍ବର,୧୮।୩(ଏସଏସ ନିଉଜ) ୬ଦିନର ଝିଅକୁ ତଣ୍ଟି ଚିପି ହତ୍ୟ ଘଟଣାରେ ମାକୁ ଗିରଫ କରିଛି ପୋଲିସ।
କମର୍ଦ୍ଦା ପୋଲିସ ନିଜ ଆଡୁ ମାମଲା ରୁଜୁକରି ଗିରଫ କରିଛି।ଗତ୫ରେ ସିଆରୋଇ ଗାଁରେ ଘଟିଥିଲା ହତ୍ୟାକାଣ୍ଡ। ଝିଅକୁ କୁକୁରଝୁଣି ମାରିଛି ବୋଲି ପ୍ରଥମେ କହିଥିଲା ମା।
ପୋଷ୍ଟମର୍ଟମରୁ ହତ୍ୟା ସୂଚନା ମିଳିବାପରେ ଗିରଫ କଲା ପୋଲିସ।ପାରିବାରିକ କଳହକୁ ନେଇ ନିଜଝିଅକୁ ହତ୍ୟା କରିଥିଲେ ମହିଳା।

Leave A Reply

Your email address will not be published.