ଗଂଜେଇ ଚାଲାଣକରି ୫ଛାତ୍ର ଧରାପଡିଲେ

0 143

ଲମତାପୁଟ,୧୮।୩(ଏସଏସନିଉଜ) ଗଂଜେଇ ଚାଲାଣ ପୋଲିସ ହାତରେ ଧରାପଡିଛନ୍ତି ୫ଛାତ୍ର ।ପୋଲିସ ସେମାନଙ୍କ ଠାରୁ ୩୫କେଜି ଗଂଜେଇ ଜବତ କରିବା ସହ ୮ଜଣଙ୍କୁ ଗିରଫ କରିଛି।ପାଡୁଆରୁ ଯାଉଥିବା ବେଳେ ନନ୍ଦପୁର ଛକରେ ପୋଲିସ ହାତରେ ଧରା ପଡିଥିଲେ।ଗିରଫ ୮ଜଣଙ୍କ ମଧ୍ୟରେ ୫ ଜଣ କଲେଜ ଛାତ୍ର ଥିବା ସୂଚନା ମିଳିଛି।

Leave A Reply

Your email address will not be published.