୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ

0 148

ଫୁଲବାଣୀ, ୨୮ା୨(ଏସଏସନିଉଜ)୬ଜଣିଆ ଡକାୟତିଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବାଲିଗୁଡ଼ା ପୋଲିସ। ନଗଦଏକଲକ୍ଷଟଙ୍କା , ଗୋଟିଏ ଦେଶୀପିସ୍ତଲ୍ , ଗୋଟିଏଛୁରୀ , ଦୁଇଟିମୋବାଇଲ ସମେତ ଗୋଟିଏ ଚୋରିମୋଟର ସାଇକେଲ ଅଭିଯୁକ୍ତଙ୍କ ନିକଟରୁ ଜବତକରିଛି ପୋଲିସ ।ଏନେଇ ବାଲିଗୁଡ଼ା ଏସଡିପିଓ ରୋହିତବର୍ମା ସାମ୍ବାଦିକସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.