କଟକରୁ ପୁଣି ନକଲିମେଡିସିନ୍ ଜବତ

0 475

କଟକ,୨୮ା୨(ଏସଏସନିଉଜ)ନକଲିସହର ପାଲଟିଲାଣି ପୁରୁଣାରାଜଧାନୀ। କଟକରୁ ପୁଣି ନକଲି ମେଡିସିନ୍ ଜବତ ହୋଇଛି । ପୁରୀଘାଟଥାନା ଅଞ୍ଚଳ ଟାଉନହଲରୋଡରେ ଶ୍ରୀଡିଷ୍ଟ୍ରିବୁଟର ଉପରେ ଚଢାଉକରି ୨ଲକ୍ଷଟଙ୍କାର ନକଲିମେଡିସିନ ଜଵତକରିଛି ଡ୍ରଗ୍ସବିଭାଗ ଓ ପୁରୀଘାଟପୋଲିସ। ନକଲି ମେଡିସିନ୍ ବିକ୍ରିକରିବା ଅଭିଯୋଗରେ ଶ୍ରୀଡିଷ୍ଟ୍ରିବୁଟର ମାଲିକ ବିଜୟଅଗ୍ରୱାଲକୁ ଥାନାରେ ଅଟକରଖି ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.