୮୦ଟଙ୍କାର ୪୫୦କିମି ଚାଲିବ

0 163

ଭୁବନେଶ୍ୱର,୨୯।୩(ଏସଏସ ନିଉଜ)ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ହାଇଡ୍ରୋଜେନ ବସ୍‌।ଯାହାକି ୮୦ଟଙ୍କାର ଇନ୍ଧନରେ ୪୫୦ କିମି ଚାଲିବ ବସ୍‌ ।ଏହାସହ ବିମାନରେ ବି ହାଇଡ୍ରୋଜେନ ଇନ୍ଧନ ବ୍ୟବହାର ଲକ୍ଷ ରଖାଯାଇଛି। ୨୦ଲକ୍ଷଟନ୍‌ ଆବର୍ଜନା ପ୍ଲାଷ୍ଟିକ ବ୍ୟବହାରକରି ରାସ୍ତା ହୋଇଛି।
ଭାରତର ପ୍ରଗତିରେ ଟୋକ୍ନୋଲଜି ସହାୟକ ହେଉଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.