୮୨ ବର୍ଷ ବୟସରେ ପାଦ ଦେଲେ

ସୁରେଶ ରାଉତରାୟ

ଭୁବନେଶ୍ବର,୧୦।୮(ଏସଏସନିଉଜ)ମାଡିଚାଲ ଡାଇଲଗ ସାଙ୍ଗକୁ ଓଃ ବିୟୁଟିଫୁଲ୍,ରେଡିତ ଭଳି ଡାଇଲଗ କହି ବେଶ୍ ଚର୍ଚ୍ଚାରେ ଥିବା ସୁର ରାଉତରାୟ ଆଜି ୮୨ ବର୍ଷ ବୟସରେ ପାଦ ଦେଇଛନ୍ତି।
ପ୍ରତିବର୍ଷ ଭଳି ଆଜି ବେଶ ଧୁମଧାମରେ ନିଜ ଜନ୍ମଦିନ ପାଳିଛନ୍ତି।ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିଲେ । ୧୯୭୭ ମସିହାରେ ପ୍ରଥମ ଥର ପାଇଁ ସେ ଜଟଣୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଟିକେଟରେ ୧୯୮୦, ୧୯୮୫, ୧୯୯୫ , ୨୦୦୦ ଏବଂ ୨୦୧୯ରେ ନିର୍ବାଚିତ ହୋଇଥିଲେ ।

- Advertisement -

Leave A Reply

Your email address will not be published.