୯ରେ ଖୋଲିବ ଟିକା ଟେଣ୍ଡର ପ୍ରାଇସ୍ ବିଡ୍

0 262

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜ୍ୟରେ ଟିକା ଆବଶ୍ୟକତାକୁ ପୁରଣ କରିବାପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଥିଲା । ୩.୮ କୋଟି ଟିକା କିଣିବାକୁ ଟେଣ୍ଡର ଡକାଯାଇଥିବା ମୁଖ୍ୟ ଶାସନ ସଚିବ କହିଥିଲେ । ତେବେ ଟେଣ୍ଡରରେ ୨ଟି ବିଡ୍ ମିଳିଥିବା ଏବଂ ତାହା ଉପରେ ତର୍ଜମା ଚାଲିଥିବା କହିଛି ସ୍ୱାସ୍ଥ୍ୟ ବିଭାଗ । ସରକାରଙ୍କ ଗ୍ଲୋବାଲ ଟେଣ୍ଡର ପ୍ରସଙ୍ଗରେ ପ୍ରାଇସ୍ ବିଡ ପାଇଁ ରାଜ୍ୟ ଔଷଧ ନିଗମ ଦିନ ଘୁଞ୍ଚାଇବାସହ ଆସନ୍ତା ୯ ତାରିଖ ଦିନ ସାଢେ ୧୧ଟାରେ ଖୋଲିବ ପ୍ରାଇସ୍ ବିଡ ।

Leave A Reply

Your email address will not be published.