ଚିହ୍ନଟ ହେଲେ ୭୩୯୫ କରୋନା ରୋଗୀ, ମୃତ୍ୟୁବରଣ କଲେ ୪୦

0 162

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ରାଜ୍ୟରେ ୭, ୩୯୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ରହିଛି । ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୬୯, ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧.ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍‌ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗରିରି ୧୧୦ ମୟୂରଭଞ୍ଜରୁ ୩୮୪, ନବରଙ୍ଗପୁରରୁ ୧୯୬, ନୟାଗଡରୁ ୨୪୩, ନୂଆପଡ଼ାରୁ ୨୨, ପୁରୀରୁ ୩୫୬, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧, ସୁନ୍ଦରଗଡରୁ ୨୬୭ ଏବଂ ଷ୍ଟେଟ ପୁଲ୍‌ରୁ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ତେବେ ଖୋର୍ଦ୍ଧାଜିଲ୍ଲା ସଂକ୍ରାମଣ ତାଲିକାରେ ସବୁଠାରୁ ଆଗରେ ରହିଛି ।ସେହିଭଳିଭାବେ ୨୪ ଘଣ୍ଟାରେ ୪୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଓ କଟକ, ମୟୂରଭଞ୍ଜ , ସୁନ୍ଦରଗଡ଼ରୁ ୪ ଲେଖାଏଁ. ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ୩ ଲେଖାଏଁ ,ବରଗଡ଼, ବଲାଙ୍ଗିର ଓ ଦେବଗଡ଼ରୁ ୨ ଲେଖାଏଁ.ଗଞ୍ଜାମ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତବରଣ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.