ମାର୍ଚ୍ଚ ପାଇଁ ଗାଇଡ୍‌ଲାଇନ୍ ଜାରି କଲେ କେନ୍ଦ୍ର ସରକାର

0 458

ଭୁବନେଶ୍ବର,୨୬/୨(ସତ୍ୟସନ୍ଧାନ ଡେସ୍କ) ମାର୍ଚ୍ଚ  ମାସ ପାଇ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଏହି  ଗାଇଡ ଲାଇନ ଅନୁଯାୟୀ

କଣ୍ଟେନ୍‌ମେଣ୍ଟ ଓ ସର୍ଭେଲାନ୍ସ ପାଇଁ ନିୟମ ମାସେ ବଢ଼ିଲା।
ନିୟମ କଡ଼ାକଡ଼ି ପାଳନ ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦେଶ।
ମହାମାରୀ ଏଡ଼ାଇବା ପାଇଁ ନିୟମ କଡ଼ାକଡ଼ି ଉପରେ ଗୁରୁତ୍ବ
ସାରା ଦେଶରେ ମାର୍ଚ ୩୧ ଯାଏ ବଢ଼ିଲା କୋରୋନା କଟକଣା
କୋରୋନା ସଂକ୍ରମଣ ଦୃଷ୍ଟିରୁ କେନ୍ଦ୍ର ଗୃହ ବିଭାଗର ନିଷ୍ପତ୍ତି
ପୂର୍ବଭଳି ଜାରି ରହିବ କଣ୍ଟେନ୍‌ମେଣ୍ଟ ବ୍ୟବସ୍ଥା ଓ ସାବଧାନତା ।
ମାର୍ଚ ୩୧ ଯାଏ ବଳବତ୍ତର ରହିବ କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ
ଟିକାକରଣ ତ୍ବରାନ୍ବିତ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦେଶ
ସାରା ରାଜ୍ୟରେ ମାର୍ଚ ୧ରୁ ବଦଳିବ ସ୍କୁଲ ସମୟ :-
ନବମ ଓ ଏକାଦଶ ପିଲାଙ୍କ ସ୍କୁଲ ସମୟ ସକାଳ ୭ଟାରୁ ୯ଟା
ଦଶମ ଓ ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ଦିନ ୯ଟାରୁ ୧ଟା
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି
ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି
କୋରୋନା ନିୟମାବଳୀ ସହ ସବୁ ସ୍କୁଲରେ ଲାଗୁ ହେବ ଏହି ନିର୍ଦେଶ
ସବୁ ସ୍କୁଲରେ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ନିର୍ଦେଶ
ସ୍କୁଲ ନିକଟରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରୁ ORS ଆଣି ସ୍କୁଲରେ ରଖିବାକୁ ନିର୍ଦେଶ
ଉପଲବ୍ଧ ଥିଲେ ସ୍କୁଲ ବସ୍‌ରେ ପିଲାଙ୍କ ଯାତାୟାତ ବ୍ୟବସ୍ଥା କରାଯିବ ।
ପାଣି ବୋତଲ ଆଣିବେ ପିଲା
ସ୍କୁଲରେ ଖରାବେଳେ ଖେଳ ମନା

Leave A Reply

Your email address will not be published.