ଭୁବନେଶ୍ୱରରୁ ଆଜି ୪୭୬

0 217

ଭୁବନେଶ୍ୱର,୨୧/୪(ଏସଏସନିୟୁଜ) ପୁଣି ଆଜି ଭୁବନେଶ୍ୱରରେ ୪୭୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।ନୁଆ ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଣା ଭୁବନେଶ୍ବରରୁ ୩୩ , ନୟାପଲ୍ଲୀରୁ ୨୫ , ପଟିଆରୁ ୨୩ , ଚନ୍ଦ୍ରଶେଖରପୁରରୁ ୨୧ , ଖଣ୍ଡଗିରି, ନୟାପଲ୍ଲୀରୁ ୧୮-୧୮ , ଲକ୍ଷ୍ମୀସାଗରରୁ ୧୭ ଓ ଝାରପଡ଼ାରୁ ୧୧ଜଣ ଅଛନ୍ତି । ସେପଟେ ଭୁବନେଶ୍ୱରରେ ୧୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିବା ନେଇ ବିଏମ୍‌ସି ଟ୍ବିଟ୍ କରି ସୂଚନା ଦେଇଛି

Leave A Reply

Your email address will not be published.