ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ

0 428

ଭୁବନେଶ୍ୱର ୨୭ ।୪ (ଏସଏସନିୟୁଜ)ଯାତ୍ରା ଜଗତ ରେ ହସି ହସି ବେଦମ କରାଉଥିବା ବ୍ୟକ୍ତି ସମସ୍ତ ଙ୍କ ପ୍ରିୟ ଜଗା ରାଉତ ରାଉତଙ୍କ ଦେହାନ୍ତ ହୋଇଯାଇଛି । ଯାତ୍ରା ଜଗତରେ ଜଣେ ହାସ୍ୟ କଳାକାର ଭାବେ ବେଶ୍ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି କୋଣାର୍କ ଗଣନାଟ୍ୟରେ ସଫଳ ଅଭନୟ ପରେ ୫ବର୍ଷ ହେବ କଳିଙ୍ଗ ଗଣନାଟ୍ୟକୁ ଆସି ଅଭିନୟ କରିଥିଲେ।କୋଭିଡ ସଂକ୍ରାମଣ ବଢୁଥିବାବେଳେ ଗତଦୁଇସପ୍ତାହ ତଳେ ଜାଗା ରାଉତ ଘରେ ଥିବା ସମୟରେ କୋଭିଡରେ ଶିକାର ହୋଇଥିଲେ । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏକ ଘୋରଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.