ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ ହୋଇପାରେ ଘୂର୍ଣ୍ଣିବଳୟ

0 271

ଭୁବନେଶ୍ୱର,୧/୫(ଏସଏସନିୟୁଜ) ମହାମାରୀ ମହାତାଣ୍ଡଵ ମଧ୍ୟରେ ମାଡ଼ିଆସୁଛି ଆଉ ଏକ ମହାବିପଦ।ସମୁନ୍ଦ୍ର ମଧ୍ୟରେ ଦାନା ବାନ୍ଧୁଛି ଆଉ ଏକ ବଡ ସାମୁନ୍ଦ୍ରିକ ଝଡ। ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ମଡେଲର ସୂଚନା ଅନୁଯାୟୀ ଚଳିତ ମେ ମେ’ ଦ୍ୱିତୀୟ ସପ୍ତାହରେ ଦାନା ବାନ୍ଧିପାରେ ଲଘୁଚାପ । ମେ ୧୦ କିମ୍ବା ୧୧ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ। ମେ ୧୨ ତାରିଖ ବେଳକୁ ଏହା ଲଘୁଚାପ ଏବଂ ୧୩ ତାରିଖ ସୁଧା ଏହା ବାତ୍ୟାର ଋପ ନେବାର ସମ୍ଭାବନା ରହିଥିବାର ଜଣାପଡିଛି ।

Leave A Reply

Your email address will not be published.